ଅନୁଗୋଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ଡଳୀରେ ଏକ ଦୈନନ୍ଦିନ ଖବରକାଗଜରେ ୧୫ ବର୍ଷ ସାମ୍ବାଦିକତା ପରେ ସିଧାସଳଖ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିଛନ୍ତି ଯୋଶବନ୍ତ ବେହେରା
#Angul #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews